ଜୁଲାଇରେ ୧.୪୯ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ : ନିକଟରେ ସମାପ୍ତ ଜୁଲାଇ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧.୪୯ ଲକ୍ଷ କୋଟିରେ ପହଞ୍ଚିଛି। ଏହା ଜୁଲାଇ ୨୦୨୧ ତୁଳନାରେ ୨୮ ପ୍ରତିଶତ ଅଧିକ। ଏହା ମଧ୍ୟ ଜିଏସଟି ଆରମ୍ଭ ହେବାପରଠାରୁ ୨ୟ ସର୍ବାଧିକ ମାସିକ ଜିଏସଟି ସଂଗ୍ରହ। ଗତ ଜୁନ ମାସରେ ୧୪୪.୬୧୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୮,୯୯୫ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି … Continue reading ଜୁଲାଇରେ ୧.୪୯ ଲକ୍ଷ କୋଟିର ଜିଏସଟି ସଂଗ୍ରହ